Advertisment

ସର୍ବବୃହତ ରାକ୍ଷୀକୁ ମିଳିଲା ବିଶ୍ୱ ରେକର୍ଡ ମାନ୍ୟତା

Advertisment
ସର୍ବବୃହତ ରାକ୍ଷୀକୁ ମିଳିଲା ବିଶ୍ୱ ରେକର୍ଡ ମାନ୍ୟତା

ବୌଦ୍ଧ : ବୌଦ୍ଧ ପଞ୍ଚାୟତ କଲେଜରେ ଯୁବ ରେଡକ୍ରସ, ଇକୋ କ୍ଲବ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମାରେ ୧୪ ଫୁଟର ରାକ୍ଷୀ ଏକ ବୃକ୍ଷରେ ବନ୍ଧା ଯାଇଥିଲା। ଗୁଜୁରାଟର ୱାର୍ଲଡ ରେକର୍ଡ ଇଣ୍ଡିଆ ସଂସ୍ଥା ଏହାକୁ ସ୍ବୀକୃତି ପ୍ରଦାନ କରିଛି। ସଂସ୍ଥା ପକ୍ଷରୁ କଲେଜକୁ ପ୍ରମାଣପତ୍ର ସହ ଗୋଲ୍‌ଡ ମେଡାଲ ପ୍ରଦାନ କରିଛି।

ରାକ୍ଷୀର ପରିକଳ୍ପନା କରିଥିବା ଅଧ୍ୟାପକ ଡ. ପ୍ରବୀର ଦାସଙ୍କୁ ମଧ୍ୟ ସଂସ୍ଥା ପକ୍ଷରୁ ପ୍ରମାଣପତ୍ର ଓ ଗୋଲ୍‌ଡ ମେଡାଲ ପ୍ରଦାନ କରାଯାଇଛି। ସ୍ୱୀକୃତି ପାଇବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟାପକ ଓ ସହଯୋଗୀ ଶିକ୍ଷକ ବସନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe