ବାଇକ୍‌ ଧକ୍କାରେ କଣ୍ଡକ୍ଟରଙ୍କ ମୃତ୍ୟୁ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ପାଟଣା: ପାଟଣା ଥାନା ଉଦୟପୁର ଗ୍ରାମ ପାତ୍ରସାହିର ବସ୍‌ କଣ୍ଡକ୍ଟର କୁଶଦେବ ପାତ୍ର  (୫୨)ଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ପାଟଣା ଥାନା ଗୋଜିଟାଙ୍ଗିରି ହନୁମାନଛକ ନିକଟରେ ଏକ ବାଇକ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe