ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକମାନଙ୍କର ବେତନ ବିଲ୍‌ ହେବ ସହଜ

Advertisment
ପଦୋନ୍ନତିରେ ପାତରଅନ୍ତର ନୀତିର ପୂର୍ଣ୍ଣଚ୍ଛେଦ; ଶିକ୍ଷକ ପଦୋନ୍ନତିକୁ ସ୍ବୀକୃତି ଦେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ

Image Courtesy of NBT

ଭୁବନେଶ୍ବର: ରାଜ୍ୟରେ ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ  ବେତନ ସମ୍ବନ୍ଧୀୟ ବିଲ୍‌ଗୁଡ଼ିକରେ ଉପଜିଲ୍ଳାପାଳ ଅଥବା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା କାଉଣ୍ଟର ସିଗ୍‌ନେଚର କରିବାର ପ୍ରଚଳିତ ବିଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି।

ଏହା ଦ୍ବାରା ଉପରୋକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ବିଲ୍‌ଗୁଡ଼ିକର ନିର୍ଗମନ ପ୍ରକ୍ରିୟା ଅଧିକ ସୁଗମନ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe