Image: Adhi Ajadi
ନୂଆଦିଲ୍ଲୀ: ଶନିବାର ଦିନ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ଆଉ ପାଞ୍ଚଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ବରଗଡ଼ ଆସନ ଲାଗି ଶ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ଆସନ ଲାଗି ଶ୍ରୀ ନୀତେଶ ଗଙ୍ଗ ଦେବ, କଳାହାଣ୍ଡି ଆସନ ଲାଗି ଶ୍ରୀ ବସନ୍ତ କୁମାର ପଣ୍ଡା, ପୁରୀ ଆସନରୁ ଡକ୍ଟର୍ ସମ୍ବିତ ପାତ୍ର ଏବଂ କୋରାପୁଟ (ସଂରକ୍ଷିତ) ଆସନ ଲାଗି ଶ୍ରୀ ଜୟରାମ ପାଙ୍ଗିଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିଛି।
Follow Us