ବିଜେପିରେ ସାମିଲ୍‌ ହେଲେ ସୋର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

Advertisment
ଦିଲ୍ଲୀର ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

hindustantimes.com

ଭୁବନେଶ୍ବର : ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମୃତ୍ୟୁଞ୍ଜୟ ଜେନା ଆଜି ବିଜେପିରେ ମିଶିଛନ୍ତି। ସେହିପରି ସୋର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା କୌଶିକ ଜେନା, ଜଗବନ୍ଧୁ ଜେନା, ସରୋଜ ଜେନା, ତାପସ ଦାସ, ବଳରାମ ବେହେରାଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ମିଶିଛନ୍ତି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ନେତା ଓ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe