କାନ୍ଧରେ ଶବ ବୋହିଲେ ବିଧାୟକ ପ୍ରାର୍ଥୀ ସମ୍ବିତ

Advertisment
କାନ୍ଧରେ ଶବ ବୋହିଲେ ବିଧାୟକ ପ୍ରାର୍ଥୀ ସମ୍ବିତ

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଆଜି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁରେ ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ ହୋଇଯାଇଥିଲା। ଏହି ଖବର ପାଇବା ମାତ୍ରେ ସମ୍ବିତ ପ୍ରଚାର ବନ୍ଦ କରି ଘଟଣାସ୍ଥଳକୁ ଯାଇଥିଲେ। ମୋହନଙ୍କ କୋକେଇକୁ କାନ୍ଧେଇ ‌ସେ ଶ୍ମଶାନ ନିକଟକୁ ଯାଇଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବିତଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe