ଗଜପତି ଜିିଲ୍ଳାରେ ଗଣତିର ଦ୍ବିତୀୟ ଦିନ: ୫ଟି‌ ଜୋନ୍‌ରେ ବିଜେଡି ଆଗୁଆ, ଗୋଟିଏରେ କଂଗ୍ରେସ

କେନ୍ଦୁଝର ୧୧ ଜୋନ୍‌ରେ ବିଜେଡି, ଗୋଟିଏରେ ବିଜେପି ଆଗୁଆ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ୬ଟି ଜିିଲ୍ଲା ପରିଷଦ ଜୋନ୍‌ରେ ଆଜି ଭୋଟ ଗଣତିି ଜାରି ରହିଛି। ଅପରାହ୍‌ଣ ୨ଟା ସୁଦ୍ଧା ବିଜେଡି ୫ଟି ଜୋନ୍‌ରେ ଆଗୁଆ ରହିଛି। କଂଗ୍ରେସ ଗୋଟିଏ ଜୋନ୍‌ରେ ଆଗୁଆ ଥିବା ଜଣାଯାାଇଛି। ଗଣତିର ଦ୍ବିତୀୟ ଦିନରେ ସାତୋଟି ବ୍ଳକର ସମୁଦାୟ ୬ଟି ଜୋନ୍‌ରେ ଗଣତି ଚାଲିଛି। ଗତକାଲି ୭ଟି ଜୋନ୍‌ର ଗଣତିର ଫଳାଫଳ ଆସି ସାରିଛି। ଏଥିରୁ ୫ଟିିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ବିଜୟ ହାସଲ କରିଛି। ଫେବ୍ରୁଆରି ୨୮ ତାରିଖରେ ଗୋଟିଏ ଜୋନ୍‌ରେ ଗଣତି କାର୍ଯ୍ୟକ୍ରମ ରହିଛି ।

ବ୍ଳକ : କାଶୀନଗର ୨ ନମ୍ବର ଜୋନ୍‌
ବିଜେପି : ଏନ୍‌ କୋଟେଶ୍ବର ରାଓ - ୪୧୧୬
ବିଜେଡି : ଜି ତିରୁପତି ରାଓ -୪୩୫୦
କଂଗ୍ରେସ : ଗାସିନି ଗମାଙ୍ଗ - ୨୨୮
ବିଜେଡି ୨୩୪ ଭୋଟରେ ଆଗୁଆ

ବ୍ଳକ : ଗୁମ୍ମା ୪ ନମ୍ବର ଜୋନ୍‌
ବିଜେପି : ବାସନ୍ତୀ ଶବର - ୬୬୪
ବିଜେଡି : ସନ୍ଧ୍ୟା ଶବର - ୩୦୫୯
କଂଗ୍ରେସ : ଗୀତାଞ୍ଜଳି ଭୁୟାଁ - ୩୬୪୮
କଂଗ୍ରେସ ୫୮୯ ଭୋଟରେ ଆଗୁଆ

ବ୍ଳକ: ଗୋଷାଣୀ ୭ ନମ୍ବର ଜୋନ୍‌
ବିଜେପି : ଜେ ଭାରତୀ ଆମା - ୨୧୩୦
ବିଜେଡି : ପି ଲୀଳାବତୀ - ୨୮୮୦
କଂଗ୍ରେସ : କାଳନ୍ଦୀ ମିଶାଲ - ୧୫୨
ବିଜେଡି ୭୫୦ ଭୋଟରେ ଆଗୁଆ

ବ୍ଳକ : ମୋହନା ୯ ନମ୍ବର ଜୋନ୍‌
ବିଜେପି : ସସ୍ମିତା ମଳିକ - ୧୬୭୦
ବିଜେଡି : ଚନ୍ଦ୍ର ମଳିକ - ୪୧୭୬
କଂଗ୍ରେସ : ରାଜିବ ମଳିକ - ୨୨୭୦
ବିଜେଡି ୧୯୬୦ ଭୋଟରେ ଆଗୁଆ

ବ୍ଳକ : ରା ଉଦୟଗିରି ୧୨ ନମ୍ବର ଜୋନ୍‌
ବିଜେପି : ଦଣ୍ଡପାଣି ବଡମୁଣ୍ଡି - ୨୨୧୬
ବିଜେଡି : ଯୁଦ୍ଧଷ୍ଟିର ବଡମୁଣ୍ଡି - ୨୫୮୩
କଂଗ୍ରେସ : କୁଞ୍ଜବିହାରୀ ପ୍ରଧାନ - ୧୩୨୬
ବିଜେଡି ୩୬୭ ଭୋଟରେ ଆଗୁଆ

ବ୍ଳକ : ରାୟଗଡ ୧୪ ନମ୍ବର ଜୋନ୍‌
ବିଜେପି : ଶୁକାନ୍ତି ବିଷୋୟୀ - ୩୬୮୦
ବିଜେଡି : ପିତାମ୍ବର ନାୟକ - ୩୭୩୯
କଂଗ୍ରେସ : ସୁପ୍ରିୟା ପଡିଆମି - ୧୪୫୪
ବିଜେଡି ୫୯ ଭୋଟରେ ଆଗୁଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe