ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

Advertisment
ଦେବଗଡ଼ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ସୀମା ଟପିଲାଣି: ବିଜେଡି

ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକ ୩୦ ଜିଲ୍ଲା ପାଇଁ ଦଳର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। କିଛି ଜିଲ୍ଲାରେ ପୁରୁଣା ନେତା ଦାୟିତ୍ବରେ ଥିଲା ବେଳେ ଆଉ କିଛି ଜିଲ୍ଲାରେ ନୂଆ ନେତାଙ୍କୁ ନିଯୁକ୍ତ କରାଯାଇଛି। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚାରିଟି ଜିଲ୍ଲା ଦାୟିତ୍ବ ଦିଆଯାଇଥିଲା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଓ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦୁଇଟି ଲେଖାଏ ଜିଲ୍ଲା କଥା ବୁଝିବେ। ସାଧାରଣ ନିର୍ବାଚନ ଆଉ ବର୍ଷେ ଥିଲା ବେଳେ ଏହି ପର୍ଯ୍ୟବେକ୍ଷକ ନିଯୁକ୍ତି ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ବହନ କରୁଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe