କେନ୍ଦ୍ରର ଖାଉଟି ମାରଣ ନୀତି ବିରୋଧରେ ବିଜେଡିର ବିକ୍ଷୋଭ

Advertisment
କେନ୍ଦ୍ରର ଖାଉଟି ମାରଣ ନୀତି ବିରୋଧରେ ବିଜେଡିର ବିକ୍ଷୋଭ

ଭବାନୀପାଟଣା : କେନ୍ଦ୍ର ସରକାରଙ୍କ ଖାଉଟି ମାରଣାନୀତି ବିରୋଧରେ ବିଜେଡି ପକ୍ଷରୁ ଭବାନୀପାଟଣା ନଗରପାଳ ସଂଯୁକ୍ତା ବେହେରାଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

publive-image

ଏହି ଅବସରରେ ଅନୁଷ୍ଠିତ ସଭାରେ ଜୁନାଗଡ଼ ବିଧାୟକ ତଥା କଳାହାଣ୍ଡି ବିଜୁ ଜନତା ଦଳ ଉପସଭାପତି ଦିବ୍ୟଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ମଣ୍ଡଳ, ପୂର୍ବତନ ବିଧାୟକ ଅନାମ ନାଏକ, ନଗର ସଭାପତି ଧବଲେ ମହାପାତ୍ର, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ସଭାପତି ଆଦିତ୍ୟ ନନ୍ଦ, ମିଶନ ଶକ୍ତି କଳାହାଣ୍ଡି ଜିଲ୍ଲା ସଭାପତି ପାର୍ବତୀ ମିଶ୍ର, ସଂପାଦିକା ତନୁଜା ରାଉତ, ଭବାନୀପାଟଣା ପୌରପାଳିକାର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସମସ୍ତ କାଉନସିଲର, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ନେତା ସାରଦା ପ୍ରସନ୍ନ ସ୍ବାଇଁ, ସାମନ୍ତ ଖମାରୀ, ‌ବଦ୍ରି ନାରାୟଣ ପଟ୍ଟନାୟକ, ମୋ ଓଡ଼ିଶା ପରିବାର, ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ସମୀତା ନାଏକ, ଅଶେଶ୍ବର ବାଗ, ଚକ୍ରଧର ସେଠୀ, ସେନାପତି ନାଏକ, ସବିତା ପ୍ରଧାନ, ମନିନ୍ଦ୍ର ମହାନ୍ତି, ଜିଲ୍ଲା ସମ୍ପାଦକ ଟିକେଲାଲ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ଉସଭାପତି ନନ୍ଦିନୀ ସାହୁ, ଆୟୁବ ଅଲ୍ଲୀ ଖାଁ, ସୁନୀଲ ମୁଣ୍ଡ, ସୁନନ୍ଦା ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe