ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ବିଜେଡି

Advertisment
ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ର ମାରାଥନ ଜେରା, ୯ ଘଣ୍ଟା ପରେ ବାହାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ଚିଟ୍‌ ଫଣ୍ଡ ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନ୍‌ରେ ଆସିଥିବା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ନିର୍ଦ୍ଦେଶ ଉଠାଇ ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଚିଟ୍‌ ଫଣ୍ଡ ମାମଲାରେ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍‌ ବିରୋଧରେ ସିବିଆଇ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା। ମାତ୍ର ସିବିଆଇର ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ବିଜେଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe