ବିଜେଡିର ‘ଜୟ ଜଗନ୍ନା‌ଥ’ ନାରା କ୍ୟାମ୍ପେନ୍

Advertisment
ଦେବଗଡ଼ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ସୀମା ଟପିଲାଣି: ବିଜେଡି

ଭୁବନେଶ୍ବର : ‘ଶଙ୍ଖ ମୋର ଗର୍ବ’ ସ୍ଲୋଗାନ୍ ପରେ ବିଜେଡି ପକ୍ଷରୁ ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ବିଜେଡିର ମନ୍ତ୍ରୀ, ବିଧାୟକ, ନେତା ଆଜି ସାମାଜିକ ଗଣମାଧ୍ୟମରେ ଜୟ ଜଗନ୍ନାଥ ନାରା ଦେଇଥିବା ଭିଡିଓ ପକାଉଛନ୍ତି।

ବିଜେଡିର ସ୍ଲୋଗାନ୍ ହଠାତ୍ ବଦଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ବିଧା‌ୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ, ଜୟ ଜଗନ୍ନାଥ ବି ଆମର, ଜୟ ଶ୍ରୀ ରାମ ବି ଆମର। ହେଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କ କଥା କହୁଛି । କିନ୍ତୁ ରତ୍ନଭଣ୍ଡାରରେ ରତ୍ନ ଅଛି ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe