ଆଗକୁ ବିଜେଡିର ନବକଳେବର: ଭାଙ୍ଗିଲା ସମସ୍ତ ସଂଗଠନ

Advertisment

ଆଗକୁ ବିଜେଡିର ନବକଳେବର ହେବ। ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନକୁ ଭଙ୍ଗା ଯାଇଛି...

ଆଗକୁ ବିଜେଡିର ନବକଳେବର ହେବ। ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନକୁ ଭଙ୍ଗା ଯାଇଛି...

Naveen Patnaik

Naveen Patnaik

ଭୁବନେଶ୍ୱର:  ଆଗକୁ ବିଜେଡିର ନବକଳେବର ହେବ। ଦଳର ସମସ୍ତ ପ୍ରମୁଖ ସଂଗଠନକୁ ଭାଙ୍ଗି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନକୁ ଭଙ୍ଗା ଯାଇଛି।

ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍‌କୁ  ଭଙ୍ଗାଯାଇଛି। 

ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ  ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେଇଥିଲେ।  ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେବାର ଅଛି।

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ବିଧାନସଭା ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ଘଟିଥିବାରୁ ଚଳିତ ଥର ଦଳର ନବକଳେବରରେ କିଛି ନୂଆ ଘଟଣା ଘଟିପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

BJD's Nabakalebara
BJD's Nabakalebara

୨୪ବର୍ଷର ସରକାର ପରାଜୟ ବରଣ କରିଥିଲେ। ତେବେ ଆଗକୁ ଥିବା ପୌର ନିର୍ବାଚନରେ ଦଳ ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ଦଳ ରଣନୀତି ପ୍ରସ୍ତୁତ କରିଛି। 

ଅଧିକ ପଢ଼ନ୍ତୁ: ଫେସବୁକରେ କମେଣ୍ଟ ପାଇଁ ୪ ପାକିସ୍ତାନୀଙ୍କୁ ମିଳିଲା ଅଜବ ଦଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe