କଂଗ୍ରେସରେ ଯୋଗଦେଲେ ବିଜେପି-ବିଜେଡି କର୍ମୀ

Advertisment

କଂଗ୍ରେସ ଦଳରେ ଯୋଗ ଦେଇଥିବା କୁଲିଆବନ୍ଧର ୮ ନମ୍ବର ଜୋନରେ ଅନେକ ବିଜେପି ଏବଂ ବିଜେଡି କର୍ମୀଙ୍କୁ ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଆଦିବାସୀ ସଂପ୍ରଦାୟ କଂଗ୍ରେସକୁ ସମର୍ଥନ କରନ୍ତି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରି ରଖିବେ....

BJP-BJD workers join Congress

BJP-BJD workers join Congress

ନୂଆପଡ଼ା:  କଂଗ୍ରେସ ଦଳରେ ଯୋଗ ଦେଇଥିବା କୁଲିଆବନ୍ଧର ୮ ନମ୍ବର ଜୋନରେ ଅନେକ ବିଜେପି ଏବଂ ବିଜେଡି କର୍ମୀଙ୍କୁ ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ୱାଗତ କରିଛନ୍ତି ।  

ଭକ୍ତ ଚରଣ ଦାସ କହିଛନ୍ତି, ଆଦିବାସୀ ସଂପ୍ରଦାୟ କଂଗ୍ରେସକୁ ସମର୍ଥନ କରନ୍ତି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରି ରଖିବେ । ମିଥ୍ୟା ପ୍ରଚାର ଫସର ଫାଟିଛି । ଆଦିବାସୀଙ୍କୁ ମୋହରା କରି ଘାସିରାମଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କ ପର୍ଦ୍ଦାଫାସ ହୋଇଛି  ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe