ମନମୋହନଙ୍କ ପାଇଁ ଓଡ଼ିଶାରେ ବିଜେପି ସରକାରକୁ ଆସିଛି: ଯୋଗାଣ ମନ୍ତ୍ରୀ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେମନମୋହନ ସାମଲ ଆମର ହିରୋ। ତାଙ୍କ ପାଇଁ ଓଡ଼ିଶାରେ ବିଜେପି ସରକାରକୁ ଆସିଛି...

BJP has come to power in Odisha for Manmohan:  Supply Minister

BJP has come to power in Odisha for Manmohan: Supply Minister Photograph: (sambad.in)

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମନମୋହନ ସାମଲ ଆମର ହିରୋ। ତାଙ୍କ ପାଇଁ ଓଡ଼ିଶାରେ ବିଜେପି ସରକାରକୁ ଆସିଛି। ଆଉ ଦେଶରେ ବି ସରକାର ହୋଇଛି ‌‌ବୋଲି ଯୋଗାଣ ମନ୍ତ୍ରୀ  କହିଛନ୍ତି ।

ସିଏ ହିଁ ଜଣେ ଲୋକ ଯିଏ ମେଣ୍ଟକୁ ମନା କରି ଏକାକୀ ଲଢିବାକୁ କହିଥିଲେ।

ତାଙ୍କ ନେତୃତ୍ୱରେ ଦଳ ଠିକ୍ ଚାଲିଛି। ସବୁକିଛି ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। 

 Manmohan Samal | krushna chandra patra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe