ରାଜ୍ୟ ଜିଲ୍ଲା ଅନୁଗୁଳରେ ବିଜେପି ଆଗୁଆ Advertisment June 04, 2024, 10:55 AM IST 04 Jun 2024 10:55 IST Sambad Digital Follow Us ଅନୁଗୁଳ: ଦ୍ବିତୀୟ ରାଉଣ୍ଡରେ ଅନୁଗୁଳ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ୨,୪୨୪ ଭୋଟ୍ରେ ଆଗୁଆ ରହିଛନ୍ତି ଦ୍ବିତୀୟ ରାଉଣ୍ଡରେ ବିଜେପି ୩,୬୧୭, ବିଜେଡି ୩,୦୦୧ ଏବଂ କଂଗ୍ରେସ ପ୍ରାର୍ଥୀ ୭୫୬ ଭୋଟ ପାଇଛନ୍ତି।