ଢେଙ୍କାନାଳରେ ବିଜେପି ଆଗୁଆ

ଢେଙ୍କାନାଳରେ ବିଜେପି ଆଗୁଆ

ଢେଙ୍କାନାଳ: ଢେଙ୍କାନାଳ ବିଧାନସଭା ରାଉଣ୍ଡ-୨ରେ ବିଜେପିର କୃଷ୍ଣ ଚନ୍ଦ୍ର ପାତ୍ର ୪୧୧୦ ଭୋଟ ପାଇଥିବାବେଳେ ବିଜେଡିର ସୁଧିର ସାମଲ ୪୧୯୦ ଭୋଟ
ଏବଂ କଂଗ୍ରେସର ସୁସ୍ମିତା ସିଂଦେଓ ୭୬ ଭୋଟ ପାଇଛନ୍ତି।

ଢେଙ୍କାନାଳ ଲୋକସଭାରେ ବିଜେପିର ରୁଦ୍ରନାରାୟଣ ପାଣି ୪୧୨୫ ଭୋଟରେ ଆଗୁଆ ରହିଛନ୍ତି। ସେ ୩୩,୪୨୩ ଭୋଟ ପାଇଛନ୍ତି। ସେହିପରି ବିଜେଡିର ଅବିନାଶ ସାମଲ ୨୯୨୯୮, କଂଗ୍ରେସର ସସ୍ମିତା ବେହେରା ୨୧୨୮ ଭୋଟ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe