ପରଜଙ୍ଗ: ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୪୭୧୨ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ୨୮୪୭ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ୨୦୮ ଭୋଟ ପାଇଛନ୍ତି। ବିଜେପିର ବିଭୁତି ପ୍ରଧାନ ୧୮୬୫ ଭୋଟ ଆଗୁଆ ରହିଛନ୍ତି।
ପରଜଙ୍ଗରେ ବିଜେପି ଆଗୁଆ
Advertisment
Follow Us