ବିଜେପିର ରାଜ୍ୟ ଓବିସି ମୋର୍ଚ୍ଚା ଜୋନାଲ ଏବଂ ଜିଲ୍ଲା ପ୍ରଭାରୀ ଘୋଷଣା

Advertisment
ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

ଭୁବନେଶ୍ୱର : ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ୫ଟି ଜୋନ ଏବଂ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି।

ପୂର୍ବ ଓଡ଼ିଶା ପାଇଁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ଉତ୍ତର ଓଡିଶା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଦକ୍ଷିଣ ଓଡ଼ିଶା ପାଇଁ ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ମଧ୍ୟ ଓଡିଶା ପାଇଁ ରାଜ୍ୟ ସମ୍ପାଦକ ଦୁର୍ଗାପ୍ରସନ୍ନ ନାୟକ ଏବଂ ପଶ୍ଚିମ ଓଡ଼ିଶା ପାଇଁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତା ସାହୁଙ୍କୁ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲା ପ୍ରଭାରୀ ଭାବେ କଟକ ସହର ପାଇଁ ମହେଶ୍ୱର ଦାସ, କଟକ ସଦର -ନୃସିଂହ ସାହୁ, କେନ୍ଦ୍ରାପଡ଼ା- ଜଗନ୍ନାଥ ସ୍ୱାଇଁ, ଜଗତସିଂହପୁର- ଅମ୍ବିକା ସାମଲ, ପୁରୀ- ପ୍ରଶାନ୍ତ ନାୟକ, ନୟାଗଡ଼ - ସଂଗ୍ରାମକେଶରୀ ନାୟକ, ଖୋର୍ଦ୍ଧା- ସୁକୁମାର ସାହୁ, ଭୁବନେଶ୍ୱର- ସୁବାସ ଜେନା, ଯାଜପୁର- ଦୁର୍ଗା ପ୍ରସନ୍ନ ନାୟକ, ବାଲେଶ୍ୱର- ଉମାକାନ୍ତ ଦାସ, ଭଦ୍ରକ- ଜଗଦୀଶ ପ୍ରଧାନ, ବାରିପଦା - ସିଦ୍ଧାର୍ଥ ଶଙ୍କର ପତି, ରାଇରଙ୍ଗପୁର- ଚର୍ଚ୍ଚିଲ ମହାକୁଡ଼, କେନ୍ଦୁଝର- ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, କଳାହାଣ୍ଡି- ରାମଚନ୍ଦ୍ର ବେହେରା, କୋରାପୁଟ -ବୀରଭଦ୍ର ଆଚାରି, ମାଲକାନଗିରି- ବଳରାମ ସୁବୁଦ୍ଧି, ରାୟଗଡ଼ା- ମୃତ୍ୟୁଞ୍ଜୟ ମହାରଣା, ନବରଙ୍ଗବପୁର- ବିଜୟ ସାମଲ, ଗଞ୍ଜାମ- ଗୋପାଳ କୃଷ୍ଣ ଗୌଡ, ଗଜପତି- ବନିନ୍ଦ୍ର ସାହୁ, ଘୁମୁସର- ପ୍ରଶାନ୍ତ କୁମାର ନାୟକ, ବୌଦ୍ଧ- ରୁଦ୍ର କିଶୋର ମାହଲା, ସୋନପୁର- ଦିଲୀପ କର୍ସେଲ, କନ୍ଧମାଳ- ସୁବାସ ପ୍ରଧାନ, ଢେଙ୍କାନାଳ - ସାବିତ୍ରୀ ବିଶ୍ୱାଳ, ଅନୁଗୁଳ - ଚନ୍ଦ୍ରଗୁପ୍ତ ପ୍ରସାଦ, ଦେବଗଡ଼- ସନାତନ କର୍ମୀ, ସମ୍ବଲପୁର- ଉମାଶଙ୍କର ପଟେଲ, ବରଗଡ଼- ସଂଯୁକ୍ତା ପ୍ରଧାନ, ବଲାଙ୍ଗୀର- ଦେବାଶିଷ ପ୍ରିୟଦର୍ଶନୀ ସାହୁ, ଝାରସୁଗୁଡା- ରାଧେଶ୍ୟାମ ବାରିକ, ସୁନ୍ଦରଗଡ଼ - ପ୍ରଭାତ କୁମାର ସାହୁ, ସୁନ୍ଦରଗଡ଼(ପାନପୋଷ) - ଧନେଶ୍ୱର ମହନ୍ତ, ସୁନ୍ଦରଗଡ଼ (ବଣାଇ)- ସଞ୍ଜିତ ସାହୁ ଏବଂ ନୂଆପଡ଼ା ପାଇଁ ଶଶାଙ୍କ ଶେଖର ମାହାଲାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe