ନବୀନ ଅସହିଷ୍ଣୁ ହୋଇପଡ଼ିଛନ୍ତି: ବିଜେପି

Advertisment
ନବୀନ ଅସହିଷ୍ଣୁ ହୋଇପଡ଼ିଛନ୍ତି: ବିଜେପି

odishasuntimes.com

ଭୁବନେଶ୍ବର : ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନରେନ୍ଦ୍ର ମୋଦୀ ଅଯୋଗ୍ୟ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଲା ପରେ ବିଜେପି ତାହାର ଜବାବ ଦେଇଛି। ଦଳ ପକ୍ଷରୁ କୁହାଯାଇଛି, ଓଡ଼ିଆ ଲୋକଙ୍କ ପ୍ରତି ମୋଦୀଙ୍କ ଭଲ ପାଇବାକୁ ନେଇ ନବୀନ ଅସହିଷ୍ଣୁ ହୋଇପଡ଼ିଛନ୍ତି। ମୋଦୀଙ୍କୁ ଅଯୋଗ୍ୟ କହିବାର କାରଣ କ’ଣ, ତାହା ନବୀନ ସ୍ପଷ୍ଟ କରିବାକୁ ଦଳ ଆହ୍ବାନ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀ‌େର ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ବିଜେପି ପ୍ରତି ଥିବା ଭୟ ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ୧୦ ଗୁଣ ବଢ଼ିଛି। ସେ ଜାଣିଗଲେଣି ଯେ ତାଙ୍କ ପାଦ ତଳେ ଆଉ ମାଟି ନାହିଁ। ସେଥି ପାଇଁ ସେ ଏମିତି ମନ୍ତବ୍ୟ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe