ଦଶପଲ୍ଲା : ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ବାଈଶୀପଲ୍ଲୀ ଅଭୟାରଣ୍ୟ ଅଂଚଳରେ ଏକ ବିରଳ କଳା ଚିତାବାଘ ବା (ବ୍ଲାକ ପାନ୍ଥେର୍) ଚିହ୍ନଟ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କିଛିଦିନ ତଳେ ଏହି ବାଘ ଚିହ୍ନଟ ହୋଇଛି। ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ବାଈଶୀପଲ୍ଲୀ ଅଭୟାରଣ୍ୟରେ କଳା ଚିତାବାଘ
Advertisment
Follow Us