ଯାଜପୁର: ବିଂଝାରପୁର ନିର୍ବାଚନ ମଣ୍ଡଳୀ ଫତେପୁରର ବୁଥ ନମ୍ବର ୧୫୭ ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଭ୍କର ମୃତ୍ୟୁ ଘଟିଥିଲା।
ନିର୍ବାଚନ ଡ୍ୟୁଟି ବେଳେ ବିଏଲଓଙ୍କ ମୃତ୍ୟୁ
Advertisment
Follow Us