ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୧୬୭ ୟୁନିଟ୍ ରକ୍ତ ସଂଗୃହୀତ

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର ଭୁବନେଶ୍ବରରର ଡୁମୁଡୁମାସ୍ଥିତ ରଣସିଂପୁରର ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି...

ଅଦ୍ୟତନ ହୋଇଛି
Blood Donation Camp by Sambad Ama Odisha

Blood Donation Camp by Sambad Ama Odisha Photograph: (sambad.in)

ଭୁବନେଶ୍ବର: ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ  ଶୁକ୍ରବାର ଏକ ରକ୍ତଦାନ ଶିବିର ଭୁବନେଶ୍ବରରର ଡୁମୁଡୁମାସ୍ଥିତ ରଣସିଂପୁରର ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।

ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ରକ୍ତଦାତାଙ୍କଠାରୁ ୧୬୭ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କ ସହିତ ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଜଡିତ, କାହାକୁ ଛଡାଯିବ ନାହିଁ: ଆଇନ ମନ୍ତ୍ରୀ

ଏହି ଅବସରରେ ସଞ୍ଜିବ ପଣ୍ଡା, ଆଇପିଏସ୍,ଏଡିଜି ଟ୍ରେନିଂ ତଥା ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀର ନିର୍ଦ୍ଦେଶକ, ଅନୁପ ସାହୁ, ଆଇଜିପି, ଟ୍ରେନିଂ, ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡେପୁଟି କମାଣ୍ଡାଣ୍ଟ୍ ଅଶୋକ କୁମାର ବିଶ୍ବାଳ, ରିଜର୍ଭ ଇନସ୍ପେକ୍ଟର ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Blood Donation Camp by Sambad Ama Odisha: 167 units of blood collected
Blood Donation Camp by Sambad Ama Odisha: 167 units of blood collected Photograph: (sambad.in)

 ଅଧିକ ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ରୁଟ୍ ପାଇଁ ଡବଲ-ଡେକର ଏଲିଭେଟେଡ୍ ରୋଡ୍ ଯୋଜନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe