ଝାରସୁଗୁଡ଼ା : ସମ୍ବାଦ-ଆମ ଓଡ଼ିଶା ଓ କିରନ ଟ୍ରେଡର୍ସର ମିଳିତ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଝାରସୁଗୁଡ଼ା ରକ୍ତଭଣ୍ଡାର ଅଧୀନରେ ଏହା ସର୍ବକାଳୀନ ରେକର୍ଡ ୟୁନିଟ୍ ରକ୍ତ ସଂଗ୍ରହ। ଶିବିରକୁ ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। କିରନ ଟ୍ରେଡର୍ସର ପ୍ରୋପାଇଟର କିରନ ଲାକ୍ରା ପ୍ରଥମେ ରକ୍ତଦାନ କରି ରକ୍ତଦାନର ଶୁଭାରମ୍ଭ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us