କୁଳିଅଣା ‘ଆମ ପୁଲିସ ସିମିତି’ ପକ୍ଷରୁ ରକ୍ତଦାନ ଶିବିର: ୧୧୫ ୟୁନିଟ ସ˚ଗ୍ରହ

Advertisment
କୁଳିଅଣା ‘ଆମ ପୁଲିସ ସିମିତି’ ପକ୍ଷରୁ ରକ୍ତଦାନ ଶିବିର: ୧୧୫ ୟୁନିଟ ସ˚ଗ୍ରହ

କୁଳିଅଣା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା, ଆମ ପୁଲିସ ସମିତି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ‘ସମ୍ବାଦ’ ‘ଆମ ଓଡ଼ିଶା’ ସହଯୋଗରେ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପଦ୍ମାଳୟା ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୧୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe