ନନ୍ଦନକାନନରେ ନୀଳଗାଈ ମୃତ

ଆଇଏଫ୍‌ଏସ୍‌ସ୍ତରରେ ଅଦଳବଦଳ, ବଦଳିଲେ ନନ୍ଦନକାନନ ଉପନିର୍ଦ୍ଦେଶକ

Image Source: Twitter

ବାରଙ୍ଗ : ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୯ ଖୁଆଡ ମଧ୍ୟ ରେ ରହୁଥିବା ଏକ ମାଇ ନୀଳଗାଈ (୧୪)ର ମୃତ୍ୟୁ ହୋଇଛି। ସେ ବାର୍ଦ୍ଧକ୍ୟରେ ପିଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲା । ଏହାର ମୃତ୍ୟୁ ପରେ ନନ୍ଦନକାନନରେ ୩ ଅଣ୍ଡିରା, ୧୧ ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ୨ଟି ଛୁଆଙ୍କୁ ମିଶାଇ ମୋଟ ୧୬ ଟି ନୀଳଗାଈ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe