ଜଗତସିଂହପୁର ଗୋବରୀକୁଳ ଗାଁରେ ବୋମା ମାଡ଼, ଜଣେ ଆହତ ,୨ଜଣ ଗିରଫ

Advertisment
ଜଗତସିଂହପୁର ଗୋବରୀକୁଳ ଗାଁରେ ବୋମା ମାଡ଼, ଜଣେ ଆହତ ,୨ଜଣ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗୋବରୀକୁଳ ଗାଁରେ ବୋମା ମାଡ଼। ୭ରୁ ଅଧିକ ଯୁବକ ଏକ କାରରେ ଆସି ବୋମାମାଡ କରିଥିବା ସୂଚନା ମିଳିଛି  ।

publive-image

ବୋମା ପକାଇଥିବା ଯୁବକ ହାତରେ ବୋମା ଫୁଟି ଯାଇଥିବା ବେଳେ ଯୁବକ ଜଣଙ୍କ ଚିକିତ୍ସା ପାଇଁ ଗାଁ ରୁ ଖସି ଆସି ଜଗତସିଂହପୁର ମେଡିକାଲରେ  ପହଞ୍ଚିଥିଲା । ଖବର ପାଇ ନାଉଗାଁ ପୁଲିସ ଜଗତସିଂହପୁର ମେଡିକାଲ୍‌ରୁ ତିନି ଜଣଙ୍କୁ ଧରିଛି । ଜଣେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe