ରାଜ୍ୟ ଯାଜପୁର ବରୀ: ଗମୁ ବୁଥରେ ବୋମା ମାଡ଼ ଯୋଗୁ ମତଦାନ ବନ୍ଦ ! Advertisment April 29, 2019, 03:10 PM IST 29 Apr 2019 15:10 IST Sambad Digital Follow Us PHOTO-ONEINDIA ଯାଜପୁର: ଯାଜପୁର ଲୋକସଭା ଅନ୍ତର୍ଗତ ବରୀ ଅଞ୍ଚଳର ଗମୁ ବୁଥରେ ବୋମା ମାଡ଼ ଯୋଗୁ ମତଦାନ ବନ୍ଦ ରହିଛି। ଉଭୟ ବିଜେପି ଏବଂ ବିଜେଡି କର୍ମୀ ବୋମା ମାଡ଼ କରୁଥିବାର ଅଭିଯୋଗ ହୋଇଛି।