ଏସ୍‌ସିବିରେ ବୋନ୍‌ମାରୋ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ: ବିଏମ୍‌ଟି ପାଇଁ ଭର୍ତ୍ତି ହେଲେ ମୟୂରଭଞ୍ଜର ମହିଳା

Advertisment

କଟକ ବଡ଼ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ବୋନ୍‌ମାରୋ ପ୍ରତିରୋପଣ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ମୟୂରଭଞ୍ଜର ଜଣେ ମହିଳା ରୋଗୀ ବୋନ୍‌ମାରୋ ପ୍ରତିରୋପଣ ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

କଟକ ବଡ଼ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ବୋନ୍‌ମାରୋ ପ୍ରତିରୋପଣ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ମୟୂରଭଞ୍ଜର ଜଣେ ମହିଳା ରୋଗୀ ବୋନ୍‌ମାରୋ ପ୍ରତିରୋପଣ ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: କଟକ ବଡ଼ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ବୋନ୍‌ମାରୋ ପ୍ରତିରୋପଣ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି।  ମୟୂରଭଞ୍ଜର ଜଣେ ମହିଳା ରୋଗୀ ବୋନ୍‌ମାରୋ ପ୍ରତିରୋପଣ ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। କଟକ ବଡ଼ ଡାକ୍ତରଖାନା ହେମାଟୋଲୋଜି ବିଭାଗରେ ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟେସନ୍(ବିଏମ୍‌ଟି) ପାଇଁ ପୂର୍ବରୁ ଜଣେ ମାତ୍ର ପ୍ରଫେସର ଡାକ୍ତର ଆର୍‌.କେ.ଜେନା ତାଲିମ ନେଇଥିଲେ। ତାଙ୍କ ସମୟରେ ବିଏମ୍‌ଟି କରାଯାଉଥିଲା। ପରବର୍ତ୍ତୀ ସମୟରେ ସେ ଅବସର ନେଇଥିଲେ। ଏବେ ପୁଣି ଥରେ ସେହି ପ୍ରକ୍ରିୟା ଆରମ୍ଭ ହୋଇଛି।

ଘରୋଇ ଡାକ୍ତରଖାନାରେ ବିଏମ୍‌ଟି କରିବା ପାଇଁ ହାରାହାରି ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ରାଜ୍ୟର ଆହୁରି ୧୩ ଜଣ ରୋଗୀ ପ୍ରତିରୋପଣ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ହେମାଟୋଲୋଜି ବିଭାଗ ପକ୍ଷରୁ ପୃଥକ୍‌ ଭାବେ ଚିଠି ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe