ବଦଳିଲା ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ, ଲକଡାଉନ ପରେ ଆରମ୍ଭ ହେବ ବିକ୍ରି

ଡିସେମ୍ବର ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ସାର୍ଟିଫିକେଟ୍ ସଂଶୋଧନ ଆବେଦନ

image-bseodisha.nic.in

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଦଶମ ଶ୍ରେଣୀର କିଛି ବହି ବଦଳିଛି । ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଶିକ୍ଷା ବର୍ଷ ୨୦୨୦-୨୧ରେ ନୂତନ ମୁଦ୍ରିତ ପୁସ୍ତକ ପଢ଼ିବେ । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ମାଧ୍ୟମିକ ଶିକ୍ଷା ପରିଷଦର ସଂପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟି ବିଷୟ ବଦଳିଛି । ଲକଡାଉନ ଥିବାରୁ ବହି ବିକ୍ରୟ ହୋଇପାରି ନାହିଁ । ଲକଡାଉନ ପରେ ବହି ବିକ୍ରି ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe