ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୨ ଡିଗ୍ରି ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

Advertisment
ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ; ୪୨ ଡିଗ୍ରି ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଗତ କାଲି ତୁଳନାରେ ଆଜି ତାତିର ପ୍ରଭାବ କିଛିଟା କମ ରହିଛି। ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରି ବା ତା’ଉପରେ ରହିଥିବା ବେଳେ ୪୨ ଡିଗ୍ରି ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୬ ଡିଗ୍ରି ସେଲସିୟସ ରହିଥିଲା। ଏଥିସହ

ବାଲେଶ୍ୱର ୩୭.୦
ଚାନ୍ଦବାଲି ୩୮.୪
ପାରାଦୀପ ୩୨.୦
ଗୋପାଳପୁର ୩୨.୦
ପୁରୀ ୩୩.୦
ଅନୁଗୁଳ ୪୧.୭
ବାରିପଦା ୪୦.୦
ଝାରସୁଗୁଡ଼ା ୩୯.୪
କେନ୍ଦୁଝର ୩୮.୨
ସମ୍ବଲପୁର ୩୯.୩
ସୁନ୍ଦରଗଡ଼ ୩୮.୫
ହୀରାକୁଦ ୩୮.୩
ତାଳଚେର ୪୦.୧
ଭବାନୀପାଟଣା ୩୯.୫
ବଲାଙ୍ଗୀର ୩୯.୬
କୋରାପୁଟ ୩୩.୬
ଫୁଲବାଣୀ ୩୮.୦
ଟିଟଲାଗଡ଼ ୪୦.୦
ମାଲକାନଗିରି ୩୭.୦
ସୋନପୁର ୪୧.୦
ଦାରିଙ୍ଗିବାଡ଼ି ୩୬.୦
ନୟାଗଡ଼ ୩୯.୫
ଛତ୍ରପୁର ୩୪.୭
ପାରଳାଖେମୁଣ୍ଡି ୩୫.୦ ଡିଗ୍ରି ସେଲସିୟସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe