ବିପିୟୁଟି ଅନ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ

Advertisment
ସରକାରଙ୍କ ନିଷ୍ପତ୍ତି ମାନୁନି ବିପିୟୁଟି

ରାଉରକେଲା : ବାତ୍ୟା ୟାସ୍‌ ଯୋଗୁଁ ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ରେଗୁଲାର ଓ ବ୍ୟାକ୍‌ ପେପର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବ୍‌ଶୀଘ୍ର ପୁନଃ ତାରିଖ ଘୋଷଣା ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe