ସୁନ୍ଦରଗଡ଼ ପୁଲିସ ହାତରେ ଡ୍ରଗ୍ସ ବେପାରୀ: କାରରୁ ବ୍ରାଉନସୁଗାର ଜବତ,୪ ଗିରଫ

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ, ଜଣେ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ଆଜି ଅପରାହ୍ନରେ ବିଜୁ ଏକ୍ସପ୍ରେସ ୱେ ହୋଟେଲ ଅନ୍ନପୂର୍ଣ୍ଣା ନିକଟରେ ଏକ କାରରୁ ବ୍ରାଉନସୁଗାର ଜବତ କରିଛି। ଜବତ ଡ୍ରଗ୍ସର ପରିମାଣ ୧ କିଲୋ ହୋଇଥିବା ଚର୍ଚ୍ଚା ହେଉଛି। ଘଟଣାରେ ଜଡିତ ଦୁଇ ଯୁବକ ଓ ଯୁବତୀଙ୍କୁ ଗିରଫ କରାଯାଇଛି। ତେବେ ଏ ସମ୍ପର୍କରେ ପୁଲିସ ମୁହଁ ଖୋଲୁ ନଥିବାରୁ ସଠିକ୍ ତଥ୍ୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe