ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରୁ ବୁଲା ଗାଈଗୋରୁ ହଟିବେ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି। କାଞ୍ଜିଆହଦାଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଅଧିକ ଗୋଶାଳା ନିର୍ମାଣ କରାଯିବ ଗୋଶାଳାରେ ଅସହାୟ ଗାଈଗୋରୁଙ୍କୁ ରଖାଯିବ।
ଅଧିକ ପଢ଼ନ୍ତୁ: ହଜାରେ ନୁହେଁ ୨ ହଜାର କ୍ବିଣ୍ଟାଲ ଧାନ ନିଆଯାଉ: ଚାଷୀଙ୍କ ରାସ୍ତା ରୋକ
ସେହିପରି ଅସହାୟ ଗାଈଗୋରୁଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷଙ୍କୁ ୨୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ଚର୍ଚ୍ଚା: ନୀତିଶଙ୍କୁ ବଡ଼ ଅଫର୍ ଦେଇଛନ୍ତି ଲାଲୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/02/AgaQwPOgZODZKJynDVMk.jpeg)