ଅନୁଗୁଳରେ ପୁଣି ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ଉଦ୍ଧାର କାର୍ଯ୍ୟ ଜାରି

Advertisment
ଅନୁଗୁଳରେ ପୁଣି ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ଉଦ୍ଧାର କାର୍ଯ୍ୟ ଜାରି

ଅନୁଗୁଳ : ଅନୁଗୁଳରେ ପୁଣି ବସ୍‌ ଓଲଟିଲା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଓରଭ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି। ଫଳରେ ବସ୍‌ ଭିତରେ ବହୁ ଯାତ୍ରୀ ଫଶି ରହିଛନ୍ତି। ଯାତ୍ରୀମାନଙ୍କୁ ବସ୍‌ ଭିତରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe