ବସ୍‌ ଭଡ଼ା ବଢ଼ିଲା, ଯାତ୍ରୀଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା

Advertisment
ବସ୍‌ ଭଡ଼ା ବଢ଼ିଲା, ଯାତ୍ରୀଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା

ଭୁବନେଶ୍ୱର: ଘରୋଇ ବସ୍‌ରେ ଏଣକି ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। କାରଣ ବସ୍‌ ଭଡ଼ାକୁ ବୃଦ୍ଧି କରାଯାଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ଏସି ଡିଲକ୍ସରେ ଭଡ଼ା ୧.୧୧ ଟଙ୍କାରୁ ୧.୧୩ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପ୍ରତି ୮୯ରୁ ୯୧ ପଇସାକୁ ବଢ଼ାଇ ଦିଆଯାଇଛି। ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୬୭ରୁ ୬୮ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ସାଧାରଣ ବସ୍‌ ଭଡ଼ା କିଲୋମିଟର ପ୍ରତି ୨୪ରୁ ୬୫ ପଇସାକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe