ବଢ଼ିଲା ବସ୍‌ ଭଡ଼ା

‘ମୋ ବସ୍‌’ କର୍ତ୍ତୃପକ୍ଷ-ଘରୋଇ ବସ୍‌ ମାଲିକ ସଂଘ ମୁହାଁମୁହିଁ

Bhubaneswar Buzz

ଭୁବନେଶ୍ବର : ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍‌ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢ଼ି ୭୪ ପଇସା ହୋଇଥିଲା ବେଳେ ଏକ୍ସପ୍ରେସ ବସ୍‌ ଭଡ଼ା ୭୬ ପଇସା ହୋଇଛି। ସେହିପରି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ଦୁଇ ପଇସା ବଢ଼ି ୧୦୭ରୁ ୧୦୯ ପଇସା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe