ବଢ଼ିଲା ବସ ଭଡ଼ା, କିଲୋମିଟର ପିଛା ୨ରୁ ୪ ପଇସା ଯାଏ ବୃଦ୍ଧି

Advertisment
ଠିକ୍‌ ସମୟରେ ବସ୍‌ ନ ଗଲେ ବାତିଲ ହେବ ପରମିଟ୍‌ : ରାଜ୍ୟ‌ର ତିନିଟି ବସ୍‌ଷ୍ଟାଣ୍ଡ‌ରେ ପ୍ରଥମ ଦଫାରେ ଲାଗିବ ସିସିଟିଭି

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ବସ ଯାତ୍ରୀ ଭଡ଼ାରେ ବୃଦ୍ଧିି କରିଛନ୍ତି। ବସ ଭଡ଼ା କିଲୋମିଟର ପିଛା ୨ ପଇସାରୁ ୪ ପଇସା ଯାଏ ବୃଦ୍ଧି ଘଟିଛି।
ମିଥିବା ସୂଚନା ଅନୁଯାୟୀ, ସାଧାରଣ ବସ ଭଡ଼ା କିଲୋମିଟର ପିଛି ୬୫ ପଇସାରୁ ୬୭ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ ବସ ଭଡ଼ା ୬୮ ପଇସାରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକପ୍ରେସ ବସ ଭଡ଼ା କିଲୋମିଟର ପିଛା ଦୁଇ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧିି କରାଯାଇଛି। ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୧ ପଇସାରୁ ୯୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସ୍‌୍‌ର ଭଡ଼ା କିଲୋମିଟର ପିଛା ୧ଟଙ୍କା ୧୩ ପଇସାରୁ ୧ ଟଠଙ୍କା ୧୭ ପଇସାକୁ ବୃଦ୍ଧିି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe