ବସ୍- ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ

Advertisment
ବସ୍- ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ

ସୋନପୁର: ସୋନପୁର ନିକଟରେ ବସ୍- ଟ୍ରକ୍ ମଧ୍ୟରେ  ମୁହାଁମୁହିଁ  ଧକ୍କା  ହୋଇଥିବାର ଖବର ମିଳିଛି।  ତେବେ ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରୁ ବଲାଙ୍ଗୀର ପଟକୁ ଯାଉଥିବା ଏକ ଘରୋଇ ଏକ୍ସପ୍ରେସ ବସ୍ ସହ ଟ୍ରକର ସୋନପୁର ବ୍ଲକ ଛକ ନିକଟରେ ମୁହାଁମୁହିଁ ଧକ୍କା ହେୋଇଥିଲା। ତେବେ ବସରେ ଥିବା ପ୍ରାୟ ୫୦ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe