ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୫ ରୁ ଉର୍ଦ୍ଧ୍ଵ ମୃତ, ବହୁ ଯାତ୍ରୀ ଗୁରୁତର ଆହତ, ଉଦ୍ଧାର କାର୍ଯ୍ୟ ଜାରି

କୋଇଡା ବ୍ଲକ୍ କେବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ "ଲିଙ୍ଗରାଜ" ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ କେ,ବଲାଙ୍ଗ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଛି....

Bus-truck head-on collision: Over 5 dead, many passengers seriously injured, rescue operation underway

Bus-truck head-on collision: Over 5 dead, many passengers seriously injured, rescue operation underway

କୋଇଡା: କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ "ଲିଙ୍ଗରାଜ" ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । 

Bus-truck head-on collision
Bus-truck head-on collision

ଫଳରେ ଘଟଣା ସ୍ଥଳରେ ୫ ରୁ ଉର୍ଦ୍ଧ୍ଵଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି  ଯାତ୍ରୀମାନଙ୍କୁ ବାହାର କରୁଛନ୍ତି ।

Bus-truck head-on collision
Bus-truck head-on collision

ଅବିନାଶ ଶର୍ମା, ମଳୟ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe