ଆଜି କ୍ୟାବିନେଟ୍, ଆସିବ ୧୧ଟିରୁ ଅଧିକ ପ୍ରସ୍ତାବ

Advertisment

ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ୍‌ ଇନ୍‌ ଏ଼ଡ୍‌ ସଂଶୋଧନ

ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ୍‌ ଇନ୍‌ ଏ଼ଡ୍‌ ସଂଶୋଧନ

କ୍ୟାବିନେଟ୍ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଚିଠି

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୧୧ଟିରୁ ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କ୍ୟାବିନେଟ୍‌ ଆସିବାକୁଥିବା ପ୍ରସ୍ତାବ ସମ୍ପର୍କରେ କୌଣସି ମନ୍ତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ଚିଠି ପଠାଯାଇ ନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ବ୍ୟବସ୍ଥାର ସଂଶୋଧନ ନେଇ କ୍ୟାବିନେଟ୍‌ ମଞ୍ଜୁରି ମିଳିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe