ଆଇନଷ୍ଟାଇନ୍‌ କଲେଜରେ କ୍ୟାମ୍ପସ ଚୟନ

Advertisment
ଆଇନଷ୍ଟାଇନ୍‌ କଲେଜରେ କ୍ୟାମ୍ପସ ଚୟନ

ଖୋର୍ଧା, : ବଣିଆଟାଙ୍ଗୀ ଆଇନଷ୍ଟାଇନ୍‌ ଏକାଡେମି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଇଂଜିନିୟରିଂ କଲେଜରେ ଟେକ୍‌ ମହିନ୍ଦ୍ରା ପକ୍ଷରୁ କ୍ୟାମ୍ପସ୍‌ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। କମ୍ପାନିର ମାନବ ସମ୍ବଳ ବିଭାଗୀୟ ମୁଖ୍ୟ ସୟଦ୍‌ ସଫିଉଦ୍ଦିନ୍‌ ଏବଂ ସହକର୍ମୀମାନେ ଯୋଗଦେଇ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିଲେ। ଟ୍ରେନିଂ ଏବଂ ନିଯୁକ୍ତି ବିଭାଗୀୟ ମୁଖ୍ୟ ଶୁଭେନ୍ଦୁ ନାୟକ ଏବଂ ସାଥି ପରିଚାଳନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ପ୍ରସାଦ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe