ଭୁବନେଶ୍ବର : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ନାମ ଲେଖାଇଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍ ନେଇ ସାମ୍ସ ପୋର୍ଟାଲରେ ଅପଡେଟ୍ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଓକାକ୍ ମହାପ୍ରବନ୍ଧକଙ୍କୁ ସୁପାରିସ୍ କରାଯାଇଛି।
ମହଙ୍ଗା ପଡ଼ିଲା ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ରେ ନାମଲେଖା: ବିଜେବିର ୩ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ୍
Advertisment
Follow Us