ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

Advertisment
ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଧର୍ମଗଡ଼ : ୨୨ ଜଣ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟାରେ ଓବିସି, ଏସ୍‌ଟି, ଏସ୍‌ସି, ମିଳିତ ମଞ୍ଚ ଧର୍ମଗଡ଼ ପକ୍ଷରୁ ଏକ ଶୋଭାଯାତ୍ରା ହୋଇଛି। ସହିଦଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଛି। ଏଥିରେ ଦିଗାମ୍ବର ଦୁରିଆ, ବିରଞ୍ଚି ନାରାୟଣ ଜାଲ, ବଙ୍କିମସାଗର, ଢଗ ନାଏକ, ପ୍ରଭାକର ଜାଲ, ଉଦେ ପ୍ରସାଦ ଜାଲ, ଡକେଶ୍ୱର ଲହଜଳ, ଅଙ୍କିତ ସେଠୀ, ଭରତ ବନ୍ଧୁ ସୁନାନୀ, କମଳାକାନ୍ତ ବିହାରୀ, ଉମାକାନ୍ତ ସୁନାନୀ, ଗୋପୀନାଥ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe