କ୍ୟାପଟେନ ବଳଦେବ ସିଂହଙ୍କ ପରଲୋକ

କ୍ୟାପଟେନ ବଳଦେବ ସିଂହଙ୍କ ପରଲୋକ

ବଲାଙ୍ଗୀର: କ୍ୟାପଟେନ ବଳଦେବ ସିଂହଙ୍କର ଶନିବାର ମୁମ୍ବାଇରେ ପରଲୋକ ହୋଇଯାଇଛି। କ୍ୟାପଟେନ ସ୍ୱର୍ଗତ ସିଂହ ଚଳଚ୍ଚିତ୍ର ତାରକା ଚନ୍ଦ୍ରଚୂଡ଼ ସିଂହଙ୍କ ପିତା। ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସବା ସାନ ଜ୍ୱାଇଁ ଥିଲେ ସ୍ୱର୍ଗତ ବଳଦେବ ସିଂହ।

ସେ ଅନେକ ଥର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସକୁ ଆସି ବଲାଙ୍ଗୀର ଜନଜୀବନ ସହିତ ମଧ୍ୟ ସଂପୃକ୍ତ ଥିଲେ। ତାଙ୍କ ମୃତ୍ୟୁରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, କନକବର୍ଦ୍ଧନ ସିଂହଦେଓ, ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓଙ୍କ ସହିତ ପୂରା ପରିବାର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe