ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନ ନିକଟରେ ଥିବା ଶ୍ରୀରାମସିଟି ଡ୍ୟୁପ୍ଲେକ୍ସ ତଳେ ଥୁଆ ହୋଇଥିବା ଏକ କାର ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। କାର ମାଲିକ ସରୋଜ ନାୟକ ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି କି କେହି ଦୁର୍ବୃତ୍ତ ଜାଣିଶୁଣି ତାଙ୍କ କାର୍ରେ ନିଆଁ ଲଗାଇ ଦେଇଛିି। ତେବେ ସର୍ଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅଗ୍ନିଶମ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2017/10/Untitled-7.jpg)