ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌     

Advertisment
ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌     

ବରଗଡ଼: ରବିବାର ବରଗଡ଼ରେ ଏକ ଚଳନ୍ତା କାର୍‌ ରାସ୍ତା ଉପରେ ଜଳି ଯାଇଛି। ବିଜେପୁରରୁ ତିନିଜଣ ବ୍ୟକ୍ତି ଏକ କାର୍‌ (ଓଡି୧୭-୨୫୨୫)ରେ ବରଗଡ଼ ଫେରୁଥିଲେ। ଅମ୍ବାପାଲି ନିକଟରେ କାର୍‌ଟି ହଠାତ୍‌ ଜଳିଯାଇଥିଲା। କାର୍‌ରେ ବସିଥିବା ବ୍ୟକ୍ତିମାନେ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe