ତିର୍ତ୍ତୋଲ: ମହାନଦୀରେ ଭାସିଗଲା କାର୍। ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ ଭାସିଗଲା କାର | ମିଳିଥିବା ସୂଚନା ମୁତାବକ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା | ଆଉ ପାଣି ମାଡି ଆସିବାରୁ କାର ଭାସିଯାଇଥିଲା | କାର ଭାସି ଯିବାରୁ ଯୁବକ ଜଣକ ଏକ ଗଛ ଉପରେ ଚଢ଼ି ଯାଇଛନ୍ତି। ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।
ଗଳି ପୋଲରେ ଭାସିଗଲା କାର, ଗଛରେ ଚଢ଼ିଛନ୍ତି କାର ଚାଳକ
Advertisment
Follow Us