Advertisment

ଧରାପଡ଼ିଲା ବାଘ: କାବୁ କଲା ଟ୍ରାଙ୍କୁଲାଇଜର ଟିମ୍

Advertisment
ଧରାପଡ଼ିଲା ବାଘ: କାବୁ କଲା ଟ୍ରାଙ୍କୁଲାଇଜର ଟିମ୍

ଖଇରା: ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରୁ ଏକ କଲରାପତରିଆ ବାଘକୁ ବନ ବିଭାଗ ଧରିଛି । ବାଘଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ୬ ଜଣ ବାଘ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜର ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ଶେଷରେ ବାଘକୁ ଧରିବାରେ ବନ ବିଭାଗ କର୍ମଚାରୀ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe