ଘୋଷଣା ହୋଇନି ଦଶମ, ଦ୍ୱାଦଶ ପରୀକ୍ଷା ଫଳ ତାରିଖ: ସିବିଏସ୍‌ଇ

ନିଷ୍ପତ୍ତି ବଦଳାଇଲା ସିବିଏସ୍‌ଇ : ସାଢ଼େ ୩ ମାସ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା

DNA India

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୋସିଆଲ୍ ମିଡିଆରେ ଏକ ନକଲି ଘୋଷଣାନାମା ଘୂରିବୁଲୁଛି। ଏନେଇ ସିବିଏସ୍‌ଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରି ସ୍ପଷ୍ଟୀକରଣ ଦେଇଛି। ବିଜ୍ଞପ୍ତିରେ ବୋର୍ଡ ଉଲ୍ଲେଖ କରିଛି, ସିବିଏସ୍‌ଇ କୌଣସି ପରୀକ୍ଷା ଫ​ଳ ପ୍ରକାଶ ତାରିଖ ଘୋଷଣା କରିନି। ତାରିଖ ଘୋଷଣା ହେଲେ ସିବିଏସ୍‌ଇର ଅଫିସିଆଲ୍ ସାଇଟ୍ କିମ୍ବା ସୋସିଆଲ୍ ମିଡିଆ ଆକାଉଣ୍ଟ୍‌ରେ ପ୍ରକାଶ ପାଇବ ବୋଲି ଜନସାଧାରଣଙ୍କୁ ଅବଗତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe