ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସ୍ଇ) ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ମଙ୍ଗଳବାର(ଆଜି)ଠାରୁ ଆରମ୍ଭ ହେବ। ଏନେଇ ସିବିଏସ୍ଇ ଅଧୀନ ବିଦ୍ୟାଳୟଗୁଡ଼ିକୁ ଉତ୍ତରଖାତା ପଠାଇ ଦିଆଯାଇଛି। ଫେବ୍ରୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସାରିବାକୁ ବି କୁହାଯାଇଛି। ଏଥିସହ ଫେବ୍ରୁଆରି ୨୫ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷାର ମାର୍କସ୍ ଓ୍ଵବସାଇଟ୍ରେ ଅପଲୋଡ୍ କରିବାକୁ ସିବିଏସ୍ଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଆଜିଠୁ ସିବିଏସ୍ଇ ପ୍ରାକ୍ଟିକାଲ ପରୀକ୍ଷା
Advertisment
Follow Us